Jyoti Malhotra: ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହିସାରର ନ୍ୟୁ ଅଗ୍ରସେନ କଲୋନୀର ବାସିନ୍ଦା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା (୩୩) ଜଣେ ସାଧାରଣ ଘରର ଝିଅ। କିନ୍ତୁ ଏକ ବିଳାସପୂର୍ଣ୍ଣ ଜୀବନଯାପନ ପ୍ରତି ତାଙ୍କର ମୋହ ତାଙ୍କୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବାକୁ ବାଧ୍ୟ କରିଥିଲା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।