Kalki 2898 AD: ଜନ୍ମଦିନ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲେ ଦିଶା, ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ଲୁକ୍

ମୁମ୍ଵାଇ ୧୩।୦୬: ବଲିଉଡର ଅନ୍ୟତମ ଷ୍ଟାଇଲିସ୍ ଅଭିନେତ୍ରୀ ଦିଶା ପଟାନି। ଆଜି ତାଙ୍କ ଜନ୍ମଦିନ ଅର୍ଥାତ୍ ୧୩ ଜୁନ୍ ରେ ସେ ୩୨ ବର୍ଷରେ ପାଦ ଥାପିଛନ୍ତି । ଏହି ବିଶେଷ ଉତ୍ସବରେ ଅନେକ ସେଲିବ୍ରେଟି ଏବଂ ପ୍ରଶଂସକ ଦିଶାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ 'କଲକି 2898 ଏଡି'ର ନିର୍ମାତା ଏବଂ ଦିଶା ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ହଁ, କଲକି ଟିମ୍ ସୋସିଆଲ ମିଡିଆରେ ଫିଲ୍ମରୁ ଅଭିନେତ୍ରୀଙ୍କ ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛି।View this post on InstagramA post shared by Vyjayanthi Movies (@vyjayanthimovies)କେବଳ ଏତିକି ନୁହେଁ, କଲକିର ନିର୍ମାତାମାନେ ମଧ୍ୟ ଫିଲ୍ମରେ ଦିଶାଙ୍କ ଚରିତ୍ରକୁ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ 'ରକ୍ସି' ଭୂମିକାରେ ନଜର ଆସିବେ। ଅନେକ ସେଲିବ୍ରିଟି ମଧ୍ୟ ଏହି ପୋଷ୍ଟରରେ ମନ୍ତବ୍ୟ ଦେଉଛନ୍ତି ଏବଂ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦିଶାଙ୍କ ସର୍ବୋତ୍ତମ ବନ୍ଧୁ ତଥା ଟିଭି ଅଭିନେତ୍ରୀ ମୌନି ରୟ  ଲେଖିଛନ୍ତି - 'ୱାଃ!' ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ଦିଶା ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରଟି ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ ପ୍ରଭାସଙ୍କ ଠାରୁ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦୀପିକା ପାଦୁକୋନଙ୍କ ପରି ବଡ ତାରକାମାନେ 'କଲକି 2898 ଏଡି'ରେ ଦେଖିବାକୁ ଯାଉଛନ୍ତି। ଏହି ଫି

Kalki 2898 AD: ଜନ୍ମଦିନ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲେ ଦିଶା, ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ଲୁକ୍

ମୁମ୍ଵାଇ ୧୩।୦୬: ବଲିଉଡର ଅନ୍ୟତମ ଷ୍ଟାଇଲିସ୍ ଅଭିନେତ୍ରୀ ଦିଶା ପଟାନି। ଆଜି ତାଙ୍କ ଜନ୍ମଦିନ ଅର୍ଥାତ୍ ୧୩ ଜୁନ୍ ରେ ସେ ୩୨ ବର୍ଷରେ ପାଦ ଥାପିଛନ୍ତି । ଏହି ବିଶେଷ ଉତ୍ସବରେ ଅନେକ ସେଲିବ୍ରେଟି ଏବଂ ପ୍ରଶଂସକ ଦିଶାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ 'କଲକି 2898 ଏଡି'ର ନିର୍ମାତା ଏବଂ ଦିଶା ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ହଁ, କଲକି ଟିମ୍ ସୋସିଆଲ ମିଡିଆରେ ଫିଲ୍ମରୁ ଅଭିନେତ୍ରୀଙ୍କ ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛି।


କେବଳ ଏତିକି ନୁହେଁ, କଲକିର ନିର୍ମାତାମାନେ ମଧ୍ୟ ଫିଲ୍ମରେ ଦିଶାଙ୍କ ଚରିତ୍ରକୁ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ 'ରକ୍ସି' ଭୂମିକାରେ ନଜର ଆସିବେ। ଅନେକ ସେଲିବ୍ରିଟି ମଧ୍ୟ ଏହି ପୋଷ୍ଟରରେ ମନ୍ତବ୍ୟ ଦେଉଛନ୍ତି ଏବଂ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦିଶାଙ୍କ ସର୍ବୋତ୍ତମ ବନ୍ଧୁ ତଥା ଟିଭି ଅଭିନେତ୍ରୀ ମୌନି ରୟ  ଲେଖିଛନ୍ତି - 'ୱାଃ!' ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ଦିଶା ଚର୍ଚ୍ଚାରେ ରହିଛନ୍ତି। 

ଏହି ଚଳଚ୍ଚିତ୍ରଟି ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ 

ପ୍ରଭାସଙ୍କ ଠାରୁ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦୀପିକା ପାଦୁକୋନଙ୍କ ପରି ବଡ ତାରକାମାନେ 'କଲକି 2898 ଏଡି'ରେ ଦେଖିବାକୁ ଯାଉଛନ୍ତି। ଏହି ଫିଲ୍ମ ନାଗ୍ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ । ଖବର ଅନୁଯାୟୀ, ଫିଲ୍ମଟି ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ । ଫିଲ୍ମର ସେଟ୍ ଏବଂ ଭିଏଫଏକ୍ସ ପାଇଁ ମଧ୍ୟ ବିପୁଳ ପରିମାଣର ଖର୍ଚ୍ଚ ହୋଇଛି।