Kanhei Katha Puraskar: ଘୋଷଣା ହେଲା କହ୍ନେଇ କଥା ପୁରସ୍କାର, ଏ ବର୍ଷ ପାଇବେ...

ସରୋଜ ବଳଙ୍କୁ ଚଳିତ ବର୍ଷ ‘କହ୍ନେଇ କଥା ପୁରସ୍କାର ୨୦୨୫' ପ୍ରଦାନ କରାଯିବ। ଓଡ଼ିଆ କଥାସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ ଦାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତି ବର୍ଷ ୫୦ ବର୍ଷ ବୟସ ସୀମାରେ ଜଣେ ଯୋଗ୍ୟ ଗାଳ୍ପିକଙ୍କୁ ପ୍ରଦାନ କରାଯାଇଥାଏ।

Kanhei Katha Puraskar: ଘୋଷଣା ହେଲା କହ୍ନେଇ କଥା ପୁରସ୍କାର, ଏ ବର୍ଷ ପାଇବେ...
Array