ଅଜିତ ପାଓ୍ବାର ନା ଶିନ୍ଦେ, କାହାକୁ ମିଳିବ ଅଧିକ ମନ୍ତ୍ରୀ ପଦ? ଭାଜପା ଫମୁର୍ଲାରେ…
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତିି ସରକାର ଗଠନ ହୋଇଛି। ବର୍ତ୍ତମାନ ମନ୍ତ୍ରୀ ପଦବୀ ସମ୍ପର୍କରେ ମହାୟୁତିିର ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ ଏକ ବଡ ଖବର ଆସୁଛି ଯେ ମନ୍ତ୍ରୀ ପଦରେ ଭାଜପା ଆପୋଷ ବୁଝାମଣା କରିପାରେ ଏବଂ ଏହାର ସଂଖ୍ୟା ହ୍ରାସ କରିପାରେ। ବିଶେଷ ସୂତ୍ର ଅନୁଯାୟୀ, ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ୧୨ରୁ ୧୩ ମନ୍ତ୍ରୀ ପଦ ପାଇପାରନ୍ତି ଏବଂ ଅଜିତ ପାୱାର ୮ ରୁ ୧୦ ମନ୍ତ୍ରୀ […] The post ଅଜିତ ପାଓ୍ବାର ନା ଶିନ୍ଦେ, କାହାକୁ ମିଳିବ ଅଧିକ ମନ୍ତ୍ରୀ ପଦ? ଭାଜପା ଫମୁର୍ଲାରେ… appeared first on Dharitri Odia News.
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତିି ସରକାର ଗଠନ ହୋଇଛି। ବର୍ତ୍ତମାନ ମନ୍ତ୍ରୀ ପଦବୀ ସମ୍ପର୍କରେ ମହାୟୁତିିର ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ ଏକ ବଡ ଖବର ଆସୁଛି ଯେ ମନ୍ତ୍ରୀ ପଦରେ ଭାଜପା ଆପୋଷ ବୁଝାମଣା କରିପାରେ ଏବଂ ଏହାର ସଂଖ୍ୟା ହ୍ରାସ କରିପାରେ।
ବିଶେଷ ସୂତ୍ର ଅନୁଯାୟୀ, ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ୧୨ରୁ ୧୩ ମନ୍ତ୍ରୀ ପଦ ପାଇପାରନ୍ତି ଏବଂ ଅଜିତ ପାୱାର ୮ ରୁ ୧୦ ମନ୍ତ୍ରୀ ପଦ ପାଇପାରନ୍ତି। ଏହା ବ୍ୟତୀତ ଭାଜପା ୧୮ ରୁ୨୦ ମନ୍ତ୍ରୀଙ୍କୁ ନିଜ ପାଖରେ ରଖିପାରେ।
The post ଅଜିତ ପାଓ୍ବାର ନା ଶିନ୍ଦେ, କାହାକୁ ମିଳିବ ଅଧିକ ମନ୍ତ୍ରୀ ପଦ? ଭାଜପା ଫମୁର୍ଲାରେ… appeared first on Dharitri Odia News.