Kanwar Yatra: କାଉଡି ଯାତ୍ରା ବେଳେ ରାଜଧାନୀରେ ବନ୍ଦ ରହିବ ମାଂସ ଦୋକାନ, ମନ୍ତ୍ରୀଙ୍କ ଘୋଷଣା

ରାଜଧାନୀ ଦିଲ୍ଲୀରେ କାଉଡି ଯାତ୍ରା ବେଳେ ପବିତ୍ରତା ବଜାୟ ରଖିବା ପାଇଁ ମାଂସ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏ ନେଇ ମନ୍ତ୍ରୀ କପିଳ ମିଶ୍ର ଘୋଷଣା କରିଛନ୍ତି ।

Kanwar Yatra: କାଉଡି ଯାତ୍ରା ବେଳେ ରାଜଧାନୀରେ ବନ୍ଦ ରହିବ ମାଂସ ଦୋକାନ, ମନ୍ତ୍ରୀଙ୍କ ଘୋଷଣା
Array