Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ

ଗତକାଲି ପରଠୁ ଗୋଟିଏ ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ ।

Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ
Array