KIIT Nepalese Student Death Case: କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି....    

NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ। NHRC ଟିମ୍, ସରଜମିନ୍ ତଦନ୍ତ ପରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଥିଲେ।

KIIT Nepalese Student Death Case: କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି....    
Array