KIIT University: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍‌କୁ ଯିବାକୁ ବି ବାଟ ମିଳୁନି । ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି ।

KIIT University: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ
Array