ଶେଷ କାର୍ଯ୍ୟ ଦିବସରେ ଭାବପ୍ରବଣ ହେଲେ CJI ଚନ୍ଦ୍ରଚୂଡ଼, କହିଲେ- କାଲିଠୁ ମୁଁ ନ୍ୟାୟ କରିପାରିବି ନାହିଁ
ନୂଆଦିଲ୍ଲୀ: ଶେଷ କାର୍ଯ୍ୟ ଦିବସରେ ଭାବପ୍ରବଣ ହେଲେ ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ନଭେମ୍ବର ୮ରେ CJI ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏହି ସମୟ ମଧ୍ୟରେ, ସେ ଶେଷ ଓ୍ୱାର୍କିଂ ଡେ’ରେ ୭ ଜଣିଆ ଖଣ୍ଡପୀଠରେ ସେ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ଉପରେ ମଧ୍ୟ ତାଙ୍କ ରାୟ ଦେଇଥିଲେ। କାର୍ଯ୍ୟ ଶେଷ ପୂର୍ବରୁ ସେ କହିଥିଲେ - କାଲିଠୁ ମୁଁ ନ୍ୟାୟ କରିପାରିବି ନାହିଁ। କିନ୍ତୁ ମୁଁ ସନ୍ତୁଷ୍ଟ ଅଛି। ଯଦି ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ମାମଲାରେ ଏହି ରାୟ ଦେବା ପରେ ଜଷ୍ଟିସ ପାମିଡିଗାନ୍ତମ ଶ୍ରୀ ନରସିଂହ ନିଜେ ବେଞ୍ଚରୁ ଉଠି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବିଷୟରେ ନିଜର ଭାବନା ପ୍ରକାଶ କରିଥିଲେl ସେ କହିଛନ୍ତି ଯେ ଅନେକ କ୍ଷେତ୍ରରେ ମୋର ଭାଇ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରେ। ମୁଁ ମଧ୍ୟ ଜଣେ ଓକିଲ ଭାବରେ ଅନେକ ଥର ତାଙ୍କ ସହିତ କୋର୍ଟରେ ହାଜର ହୋଇଛୁ। ତା’ପରେ ବେଞ୍ଚରେ ମଧ୍ୟ ମୋ ସହିତ ରହିଲେ। ଅନେକ ମାମଲାର ଶୁଣାଣି କରିବା ସମୟରେ ପରାମର୍ଶ ବି ଦେଇଛନ୍ତି |ଜଷ୍ଟିସ୍ ପାମିଡିଗାନ୍ତମ୍ ଶ୍ରୀ ନରସିଂହ ଆଉ କିଛି କହିବା ପୂର୍ବରୁ ଭାବପ୍ରବଣ ହୋଇ CJI ଚନ୍ଦ୍ରଚୁଡ଼ ତାଙ୍କ ହାତକୁ ଥାପୁଡେଇଥିଲେ। ସେତେବେଳକୁ କୋର୍ଟ କାର୍ଯ୍ୟ ଶେଷ ହୋଇଥିଲା। ପରେ CJI ତାଙ୍କ ହାତ ଯୋଡିଥିଲେ। ତା’ପରେ ସେ ପକେଟରୁ ରୁମାଲ ବାହାର କରିଥିଲେ
ନୂଆଦିଲ୍ଲୀ: ଶେଷ କାର୍ଯ୍ୟ ଦିବସରେ ଭାବପ୍ରବଣ ହେଲେ ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ନଭେମ୍ବର ୮ରେ CJI ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏହି ସମୟ ମଧ୍ୟରେ, ସେ ଶେଷ ଓ୍ୱାର୍କିଂ ଡେ’ରେ ୭ ଜଣିଆ ଖଣ୍ଡପୀଠରେ ସେ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ଉପରେ ମଧ୍ୟ ତାଙ୍କ ରାୟ ଦେଇଥିଲେ। କାର୍ଯ୍ୟ ଶେଷ ପୂର୍ବରୁ ସେ କହିଥିଲେ - କାଲିଠୁ ମୁଁ ନ୍ୟାୟ କରିପାରିବି ନାହିଁ। କିନ୍ତୁ ମୁଁ ସନ୍ତୁଷ୍ଟ ଅଛି। ଯଦି
ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ମାମଲାରେ ଏହି ରାୟ ଦେବା ପରେ ଜଷ୍ଟିସ ପାମିଡିଗାନ୍ତମ ଶ୍ରୀ ନରସିଂହ ନିଜେ ବେଞ୍ଚରୁ ଉଠି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବିଷୟରେ ନିଜର ଭାବନା ପ୍ରକାଶ କରିଥିଲେl ସେ କହିଛନ୍ତି ଯେ ଅନେକ କ୍ଷେତ୍ରରେ ମୋର ଭାଇ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରେ। ମୁଁ ମଧ୍ୟ ଜଣେ ଓକିଲ ଭାବରେ ଅନେକ ଥର ତାଙ୍କ ସହିତ କୋର୍ଟରେ ହାଜର ହୋଇଛୁ। ତା’ପରେ ବେଞ୍ଚରେ ମଧ୍ୟ ମୋ ସହିତ ରହିଲେ। ଅନେକ ମାମଲାର ଶୁଣାଣି କରିବା ସମୟରେ ପରାମର୍ଶ ବି ଦେଇଛନ୍ତି |
ଜଷ୍ଟିସ୍ ପାମିଡିଗାନ୍ତମ୍ ଶ୍ରୀ ନରସିଂହ ଆଉ କିଛି କହିବା ପୂର୍ବରୁ ଭାବପ୍ରବଣ ହୋଇ CJI ଚନ୍ଦ୍ରଚୁଡ଼ ତାଙ୍କ ହାତକୁ ଥାପୁଡେଇଥିଲେ। ସେତେବେଳକୁ କୋର୍ଟ କାର୍ଯ୍ୟ ଶେଷ ହୋଇଥିଲା। ପରେ CJI ତାଙ୍କ ହାତ ଯୋଡିଥିଲେ। ତା’ପରେ ସେ ପକେଟରୁ ରୁମାଲ ବାହାର କରିଥିଲେ। ସେ ଆଖି ପୋଛିଥିଲେ ଏବଂ ପ୍ରୋଟୋକଲ ଅନୁଯାୟୀ ବିଚାରପତିଙ୍କ ସହିତ କୋର୍ଟ ରୁମ ଛାଡିଥିଲେ।
ପ୍ରକାଶଥାଉକି ନଭେମ୍ବର ୮ରେ CJI ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏହି ସମୟ ମଧ୍ୟରେ, ସେ ଶେଷ ଓ୍ୱାର୍କିଂ ଡେ’ରେ ୭ ଜଣିଆ ଖଣ୍ଡପୀଠରେ ସେ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ଉପରେ ମଧ୍ୟ ତାଙ୍କ ରାୟ ଦେଇଥିଲେ। ଏଏମ୍ୟୁ ମାମଲାରେ କୋର୍ଟ ଏହାକୁ ସଂଖ୍ୟାଲଘୁ ମାନ୍ୟତା ପାଇବା ସପକ୍ଷରେ ଥିଲେ
ପ୍ରକାଶଥାଉକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ଭାବରେ ନିଯୁକ୍ତ କରିଛନ୍ତି। ଜଷ୍ଟିସ୍ ଖାନ୍ନା ବର୍ତ୍ତମାନର CJI DY Chandrachudଙ୍କ ସ୍ଥାନ ନେବେ। ଡିଆଓ୍ୱାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଅବସର ନେବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ ରେ ଦାୟିତ୍ୱ ଗ୍ରହଣ କରିବେ।
ବରିଷ୍ଠ ଆଡଭୋକେଟ କପିଲ ସିବଲ କହିଛନ୍ତି ଯେ ସୁପ୍ରିମକୋର୍ଟରେ ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ଆପଣଙ୍କ ପରି ଧୈର୍ଯ୍ୟବାନ ବିଚାରପତିଙ୍କୁ ଦେଖି ନାହିଁ। ଆଇନର ଯେକୌଣସି କ୍ଷେତ୍ରକୁ ଆପଣ ସ୍ପର୍ଶ କରିଛନ୍ତି। 'ଶବ୍ଦରେ ପ୍ରକାଶ କରିବା ବି ଏକ ଯନ୍ତ୍ରଣାଦାୟକ ବିଷୟ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି।