ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…
ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ ସେ ଆଲୋଚନା କରିବେ। ତେବେ ଦୀପାବଳି ପୂର୍ବରୁ ଏନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ ବୋଲି ଉପନେତା ଅଶୋକ ଦାସ କହିଛନ୍ତି। ଚରଣ ଦାସ ମହନ୍ତଙ୍କୁ ଆଲୋଚନା ଦାୟିତ୍ୱ ଦେଇଛି ଏଆଇସିସି। ଚରଣ ଦାସ ମହନ୍ତ ଛତିଶଗଡ଼ କଂଗ୍ରେସ […] The post ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ… appeared first on Dharitri Odia News.
ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ ସେ ଆଲୋଚନା କରିବେ।
ତେବେ ଦୀପାବଳି ପୂର୍ବରୁ ଏନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ ବୋଲି ଉପନେତା ଅଶୋକ ଦାସ କହିଛନ୍ତି। ଚରଣ ଦାସ ମହନ୍ତଙ୍କୁ ଆଲୋଚନା ଦାୟିତ୍ୱ ଦେଇଛି ଏଆଇସିସି। ଚରଣ ଦାସ ମହନ୍ତ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଅଛନ୍ତି।
The post ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ… appeared first on Dharitri Odia News.