kuldhara: ସଂଧ୍ୟା ହେଲେ ଏଠି ଯିବାକୁ ମନା, ବିଶ୍ବାସ ନକଲେ ବି ସତ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ କୁଲଧାରା ଗାଁରେ ମୂଳତଃ ବ୍ରାହ୍ମଣମାନେ ବାସ କରୁଥିଲେ । ଯେଉଁମାନେ ପାଲି ଅଞ୍ଚଳରୁ ଜୈସଲମେରକୁ ଚାଲିଆସିଥିଲେ । ଦିନ ଥିଲା ଏହି ଗ୍ରାମ ଚଳଚଞ୍ଚଳ ଥିଲା ।

kuldhara: ସଂଧ୍ୟା ହେଲେ ଏଠି ଯିବାକୁ ମନା, ବିଶ୍ବାସ ନକଲେ ବି ସତ
Array