Land Dispute: ବୟସର ଅପରାହ୍ନରେ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ...

୭ ଦଶନ୍ଧି ଧରି ବସବାସ କଲେଣି...ବୟସ ବି ଆସି ପହଞ୍ଚିଲାଣି ୭୦-୭୨...ବୟସର ଅପରାହ୍ନରେ ଆଜି ତାଙ୍କୁ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ। ଏବେ କ’ଣ କରିବେ, କୁଆଡ଼େ ଯିବେ, କେମିତି ବଞ୍ଚିବେ, ବୁଦ୍ଧି ବାଟ ଦିଶୁନି ତାଙ୍କର।

Land Dispute: ବୟସର ଅପରାହ୍ନରେ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ...
Array