Laptop Purchase Scandal: ମିଶନଶକ୍ତି ଲ୍ୟାପଟପ୍ ନାଁରେ ମହାଦୁର୍ନୀତି; ଘୋଟାଲା ଲୁଚାଇବାକୁ ଏବେ ଯୋଗାଡ଼ ଚାଲିଛି ସତମିଛ ବିଲ୍! 

ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର। 

Laptop Purchase Scandal: ମିଶନଶକ୍ତି ଲ୍ୟାପଟପ୍ ନାଁରେ ମହାଦୁର୍ନୀତି; ଘୋଟାଲା ଲୁଚାଇବାକୁ ଏବେ ଯୋଗାଡ଼ ଚାଲିଛି ସତମିଛ ବିଲ୍! 
Array