Largest Producer of Onion: ବିଶ୍ୱରେ ପିଆଜ ଉତ୍ପାଦନରେ କେଉଁ ଦେଶ ନମ୍ବର ୱାନ୍ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପିଆଜ ଉତ୍ପାଦନରେ ଟପ୍‌ରେ ଭାରତ । ବାର୍ଷିକ ୨୬.୭ ମିଲିୟନ ଟନ୍ ପିଆଜ ଉତ୍ପାଦନ ହେଉଥିବା ଗବେଷଣାରୁ ଜଣାପଡ଼ିଛି । ଏହା ପଛକୁ ଆଉ କେଉଁ ଦେଶ ରହିଛି ଓ ପିଆଜ କେତେ ପ୍ରକାରର ରହିଛି ଆସନ୍ତୁ ଜାଣିବା ।

Largest Producer of Onion: ବିଶ୍ୱରେ ପିଆଜ ଉତ୍ପାଦନରେ କେଉଁ ଦେଶ ନମ୍ବର ୱାନ୍ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Array