Lightning Strike Death: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ମଇଁଷି ଚରାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ବଡ଼ ଅଘଟଣ ଘଟିଛି ।

Lightning Strike Death: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ
Array