Live-In Partner Killed: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ନିଜ ଲିଭ୍ ଇନ ରିଲେସନସିପରେ ରହୁଥିବା ପ୍ରେମିକାଙ୍କୁ ହତ୍ୟା କରି ୨୦ କିମି ଦୂରରେ ଥିବା ଏକ ଅଳିଆ ଭର୍ତ୍ତି ଗାଡିରେ ଫିଙ୍ଗି ଦେବା ପରେ ୨୦ ଘଣ୍ଟା ପରେ ଗିରଫ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ଗିରଫ କରିଛି ପୋଲିସ୍ ।

Live-In Partner Killed: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ
Array