ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଭଙ୍ଗାରୁଜା : ଆଉ ଜଣେ ଅଭିଯୁକ୍ତ ଗିରଫ

ଆଠଗଡ ୧୨।୬: କଟକ ଜିଲ୍ଲା ମାଣିଆବନ୍ଧ ମହିଳା ଥାନା ଅଧିକାରୀଙ୍କ ବାସଭବନକୁ ଢେଲା ମାଡ ସହିତ ଥାନା ଗାଡ଼ି ଭଙ୍ଗାରୁଜା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ୨୪ ବର୍ଷ ବୟସ୍କ ରିତେଶ ପ୍ରଧାନ ଓରଫ (ବାପୁନି) । କଟକ ଚୌଦ୍ୱାର ଅଞ୍ଚଳରୁ ରିତେଶକୁ ଗିରଫ କରିଥିବା ବେଳେ ତା ନିକଟରୁ ଏକ ଦେଶୀ ପିସ୍ତଲ, ଘଟଣାରେ ବ୍ୟବହୃତ ହୋଇଥିବା ବାଇକ୍ ସହିତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରିଛି ବଡମ୍ବା ପୋଲିସ । ପୂର୍ବରୁ ଏହି ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଣିଆବନ୍ଧ ପୋଲିସ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।You Can Read :ଧୁମ୍‌ଧାମ୍‌ରେ ଶେଷ ହେଲା ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶିବ ବିବାହ ଉତ୍ସବ  

ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଭଙ୍ଗାରୁଜା : ଆଉ ଜଣେ ଅଭିଯୁକ୍ତ ଗିରଫ

ଆଠଗଡ ୧୨।୬: କଟକ ଜିଲ୍ଲା ମାଣିଆବନ୍ଧ ମହିଳା ଥାନା ଅଧିକାରୀଙ୍କ ବାସଭବନକୁ ଢେଲା ମାଡ ସହିତ ଥାନା ଗାଡ଼ି ଭଙ୍ଗାରୁଜା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ୨୪ ବର୍ଷ ବୟସ୍କ ରିତେଶ ପ୍ରଧାନ ଓରଫ (ବାପୁନି) । କଟକ ଚୌଦ୍ୱାର ଅଞ୍ଚଳରୁ ରିତେଶକୁ ଗିରଫ କରିଥିବା ବେଳେ ତା ନିକଟରୁ ଏକ ଦେଶୀ ପିସ୍ତଲ, ଘଟଣାରେ ବ୍ୟବହୃତ ହୋଇଥିବା ବାଇକ୍ ସହିତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରିଛି ବଡମ୍ବା ପୋଲିସ । 

ପୂର୍ବରୁ ଏହି ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଣିଆବନ୍ଧ ପୋଲିସ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

You Can Read :

ଧୁମ୍‌ଧାମ୍‌ରେ ଶେଷ ହେଲା ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶିବ ବିବାହ ଉତ୍ସବ