Lord Jagannath: ଜଗନ୍ନାଥଙ୍କ ପ୍ରତିଛବି ଥିବା ପାପୋଛକୁ ହଟାଇଲା ଚୀନର ଇ-କମର୍ସ ପ୍ଲାଟଫର୍ମ

ପାପୋଛରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ରଖି ହିନ୍ଦୁ ଧର୍ମାବଲମ୍ବୀଙ୍କ ଆକ୍ରୋଶର ଶିକାର ହେଲା ଚୀନର ଇ-କମର୍ସ ପ୍ଲାଟଫର୍ମ ଅଲିଏକ୍ସପ୍ରେସ୍। ବିବାଦ ପରେ ସେହି ପାପୋଛକୁ ହଟାଇ ଦେଇଛି।

Lord Jagannath: ଜଗନ୍ନାଥଙ୍କ ପ୍ରତିଛବି ଥିବା ପାପୋଛକୁ ହଟାଇଲା ଚୀନର ଇ-କମର୍ସ ପ୍ଲାଟଫର୍ମ
Array