Love Triangle Murder: ତ୍ରିକୋଣୀୟ ପ୍ରେମରୁ ନୃଶଂସ କାଣ୍ଡ; ଫ୍ରିଜରରେ ଥିଲା ପ୍ରେମିକ ମୃତଦେହ, ପୂରା ଘଟଣା ଉଡାଇଦେବ ହୋସ୍‌

ତ୍ରିପୁରାରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠି ତ୍ରିକୋଣୀୟ ପ୍ରେମରୁ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀର ପ୍ରେମିକକୁ ମାରି ଫ୍ରିଜର ଭିତରେ ଲୁଚାଇଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ ସହ ତା'ର ବାପାମାଆ ଓ ୩ ସାଙ୍ଗକୁ ଗିରଫ କରିଛି ।

Love Triangle Murder: ତ୍ରିକୋଣୀୟ ପ୍ରେମରୁ ନୃଶଂସ କାଣ୍ଡ; ଫ୍ରିଜରରେ ଥିଲା ପ୍ରେମିକ ମୃତଦେହ, ପୂରା ଘଟଣା ଉଡାଇଦେବ ହୋସ୍‌
Array