Low Pressure in Bay of Bengal: ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପାଣିପାଗ ସତର୍କତା ଜାରି

ବାତ୍ୟାପ୍ରବଣ ଓଡ଼ିଶାରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ମେଘଖଣ୍ଡ। ଆସନ୍ତାକାଲିଠୁ ବଦଳିବ ପାଗର ମିଜାଜ୍।

Low Pressure in Bay of Bengal: ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପାଣିପାଗ ସତର୍କତା ଜାରି
Array