Mahabharat Story: ଅର୍ଜୁନଙ୍କ ଗୋଧନ ଉଦ୍ଧାର ଓ କର୍ଣ୍ଣଙ୍କ ଗର୍ବଭଙ୍ଗ କଥା

କାହିଁକି କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କୁ ଦ୍ରୋଣଙ୍କ ପାଖରେ କ୍ଷମା ମାଗିବାକୁ କହିଲେ ଭୀଷ୍ମ? କୌରବ ସେନା ଓ ସେନାପତିଙ୍କୁ ଛାଡି ଅର୍ଜୁନ ଦୁର୍ଯ୍ୟୋଧନ ପଛରେ କାହିଁକି ଯାଇଥିଲେ? କର୍ଣ୍ଣ କେମିତି ହାରିଲେ ଅର୍ଜୁନଙ୍କ ହାତରେ? ମହାଭାରତର ବିରାଟ ପର୍ବ ଭିତରେ ଥିବା କିଛି ଚମତ୍କାର କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Mahabharat Story: ଅର୍ଜୁନଙ୍କ ଗୋଧନ ଉଦ୍ଧାର ଓ କର୍ଣ୍ଣଙ୍କ ଗର୍ବଭଙ୍ଗ କଥା
Array