Mahabharat Story: ଦୁର୍ବାସାଙ୍କ ଭୟ ଓ କୃଷ୍ଣଙ୍କ ମାୟା କଥା

ପାଣ୍ଡବମାନଙ୍କୁ ହଇରାଣ କରିବାକୁ କ'ଣ ଯୋଜନା କରିଥିଲେ ଦୁର୍ଯ୍ୟୋଧନ? ଦୁର୍ବାସା ଅତିଥି ଭାବରେ ପହଞ୍ଚିଲା ପରେ ତାଙ୍କୁ ଖାଇବାକୁ ଦେବାକୁ କ'ଣ ଉପାୟ କଲେ ଦ୍ରୌପଦୀ? କିଛି ନଖାଇ ନପିଇ ଗାଧୁଆ ତୁଠରୁ ପୁଣି କାହିଁକି ଫେରିଗଲେ ଦୁର୍ବାସା ଓ ତାଙ୍କ ଶିଷ୍ୟମାନେ? ମହାଭାରତ ମହାକାବ୍ୟ ଭିତରୁ ଏମିତି ଅନେକ ଅଜଣା କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

Mahabharat Story: ଦୁର୍ବାସାଙ୍କ ଭୟ ଓ କୃଷ୍ଣଙ୍କ ମାୟା କଥା
Array