Mahabharat Story: ଇନ୍ଦ୍ରଙ୍କର ହୀନସ୍ତା ଓ ଗର୍ଭବାନ ହୋଇଥିବା ଜଣେ ରାଜାଙ୍କ କଥା
ଇନ୍ଦ୍ରଙ୍କର ହାତକୁ ଅକାମି କରିଦେଲେ ଚ୍ୟବନ ଋଷି। ଯଜ୍ଞ କୁଣ୍ଡରୁ ସୃଷ୍ଟି କଲେ ମଦ ନାମକ ଏକ ବିଶାଳ ରାକ୍ଷସ। ହେଲେ କାହିଁକି ରାଗିଲେ ଋଷି? ରାଜା କେମିତି ହେଲେ ଗର୍ଭବାନ? ରାଜା ଯୁବନାଶ୍ୱଙ୍କ ଗର୍ଭରୁ ପୁଣି କେମିତି ଜନ୍ମ ହେଲା ପୁଅଟିଏ? ପୁଅର ନାମ ମାନ୍ଧାତା କାହିଁକି ରଖାଗଲା? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।