Mahabharat Story: ସାବିତ୍ରୀ ଓ ଯମରାଜଙ୍କ ଭେଟ କଥା
କେବେବି ଜଙ୍ଗଲ ଯାଉନଥିବା ସାବିତ୍ରୀ କାହିଁକି ସତ୍ୟବାନଙ୍କ ସହ ବାହାରିଲେ? କାହିଁକି ନିର୍ଜଳା ଉପବାସ ଥିଲେ ସାବିତ୍ରୀ? ସତ୍ୟବାନଙ୍କ ପ୍ରାଣ ନେଇଯାଉଥିବା ଯମରାଜଙ୍କୁ କାହିଁକି ଅନୁସରଣ କରୁଥିଲେ ସାବିତ୍ରୀ? ମହାଭାରତ ମହାକାବ୍ୟ ଭିତରେ ଥିବା ସତୀ ସାବିତ୍ରୀଙ୍କ କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।