Odisha Politics: ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା

ଆଜି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ।

Odisha Politics: ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା
Array