Mahakumbh Monalisa: ଆଧୁନିକ ରୂପ ଦେଖାଇଲେ ମୋନାଲିସା; ଆପଣ ବି କହିବେ.. ବାପ୍‌ରେ କି ଷ୍ଟାଇଲ୍ !

ଲୋକମାନେ ମୋନାଲିସାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅପଡେଟ୍ ଉପରେ ନଜର ରଖିଛନ୍ତି। ମୋନାଲିସା ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମନୋରଂଜନ କରିବାରେ ଆଜିକାଲି ଖୁବ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଜିତିବା ପାଇଁ ତାଙ୍କର ଅତ୍ୟାଧୁନିକ ରୂପ ଦେଖାଇଛନ୍ତି।

Mahakumbh Monalisa: ଆଧୁନିକ ରୂପ ଦେଖାଇଲେ ମୋନାଲିସା; ଆପଣ ବି କହିବେ.. ବାପ୍‌ରେ କି ଷ୍ଟାଇଲ୍ !
Array