Mahakumbh Monalisa: ମାର୍କେଟ୍‌କୁ ଆସିଲା ମୋନାଲିସାଙ୍କ ପ୍ରଥମ ଗୀତ; ଜମୁଛି ଉତ୍କର୍ଷ ସିଂହଙ୍କ ସହ କେମେଷ୍ଟ୍ରୀ

ଭାଇରାଲ୍ ଗର୍ଲ ମୋନାଲିସାଙ୍କ ପ୍ରଥମ ଗୀତ 'ସାଦ୍‌ଗୀ' ଆଜି ଅର୍ଥାତ୍ ଶନିବାର ରିଲିଜ୍ ହୋଇଛି, ଯାହା ତାଙ୍କ ଅଭିନୟ ଡେବ୍ୟୁକୁ ଚିହ୍ନିତ କରିଛି। ଆସନ୍ତୁ ଭିଡିଓ ଦେଖିବା।

Mahakumbh Monalisa: ମାର୍କେଟ୍‌କୁ ଆସିଲା ମୋନାଲିସାଙ୍କ ପ୍ରଥମ ଗୀତ; ଜମୁଛି ଉତ୍କର୍ଷ ସିଂହଙ୍କ ସହ କେମେଷ୍ଟ୍ରୀ
Array