Mahanadi Dispute: ସେପ୍ଟେମ୍ବର ୬କୁ ଘୁଞ୍ଚିଲା ଟ୍ରିବ୍ୟୁନାଲ ଶୁଣାଣି

ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ହେବାକୁ ଥିବା ଟ୍ରିବ୍ୟୁନାଲ ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା। ସୌହାର୍ଦ୍ଦପୂର୍ଣ୍ଣ ଭାବରେ ମହାନଦୀ ଜଳ ବିବାଦର ସମାଧାନ କରାଯିବାକୁ ଉଦ୍ୟମ କରାଯାଉଥିବା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।

Mahanadi Dispute: ସେପ୍ଟେମ୍ବର ୬କୁ ଘୁଞ୍ଚିଲା ଟ୍ରିବ୍ୟୁନାଲ ଶୁଣାଣି
Array