MAHANADI WATER DISPUTE: ଫିଟିଲା ବାଟ, ସମାଧାନ ହେବ ମହାନଦୀ ବିବାଦ

ଆପୋଷ ସମାଧାନ ଜରିଆରେ ମହାନଦୀ ଜଳବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ। ଏନେଇ ସଙ୍କେତ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି।

MAHANADI WATER DISPUTE: ଫିଟିଲା ବାଟ, ସମାଧାନ ହେବ ମହାନଦୀ ବିବାଦ
Array