Mahaprasad Prices: ଶ୍ରୀମନ୍ଦିରରେ ଅମୁଲ ମୂଲ ମହାପ୍ରସାଦ; ୨ ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ ! 

ଆନନ୍ଦ ବଜାରରେ ଅମୂଲ ମୂଲ ହେଲାଣି ଅବଢ଼ା ଦର। ସ୍ଥିତି ଏମିତି ଯେ ଜଗାଦର୍ଶନ ପରେ ଶାନ୍ତିରେ ଟିକେ ପ୍ରସାଦ ସେବନ ପାଇଁ ବି ସାଧାରଣ ଭକ୍ତଟିକୁ ଭାବିବାକୁ ପଡୁଛି। 

Mahaprasad Prices: ଶ୍ରୀମନ୍ଦିରରେ ଅମୁଲ ମୂଲ ମହାପ୍ରସାଦ; ୨ ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ ! 
Array