Malicious Attempt: ଘରେ ଏକୁଟିଆ ଥିଲା ଝିଆରୀ, ଦାଦା କବାଟ ଭାଙ୍ଗି କଲା ଦୁଷ୍କର୍ମ ଉଦ୍ୟମ
ଘରେ କେହି ନଥିଲା ବେଳେ ଦାଦା ଜଣକ ଝିଆରୀକୁ ଟଣା ଘୋଷରା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ପୀଡ଼ିତା ଝିଆରୀ ପ୍ରତିବାଦ କରିବାରୁ ତାଙ୍କ ବେକରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଛି ।