Shilpa Shetty: ଫିଲ୍ମ ନ କରି ମଧ୍ୟ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ଶିଳ୍ପା ଶେଟ୍ଟୀ
ଶିଳ୍ପା ଶେଟ୍ଟୀ ୯୦ ଦଶକରେ ବଲିଉଡ୍ରେ ରାଜ କରୁଥିଲେ। ଏବେ ଯଦିଓ ତାଙ୍କୁ ଫିଲ୍ମରେ କମ୍ ଦେଖାଯାଉଛି, ତଥାପି ସେ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ଏହି ଅଭିନେତ୍ରୀ କେବଳ ଫିଲ୍ମରୁ ରୋଜଗାର କରନ୍ତି ନାହିଁ, ବରଂ ତାଙ୍କର ଅନେକ ଭିନ୍ନ ବ୍ୟବସାୟ ମଧ୍ୟ ଅଛି।