Panchang Today 21st November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭକାର୍ଯ୍ୟ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ..
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୬ଷ୍ଠୀ ସନ୍ଧ୍ୟା ୦୫.୩୦ ଗତେ ୭ମୀ
ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ସନ୍ଧ୍ୟା ୦୫.୦୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଶୁଭ ସମୟ
ପ୍ରାତଃ-୦୬.୦୨ ରୁ ୦୭.୩୦
ସନ୍ଧ୍ୟା- ୦୫.୫୪ ରୁ ୦୯.୨୨
ରାତ୍ରି- ୦୧.୧୦ ରୁ ୦୩.୨୭
ରାତ୍ରି-୦୪.୧୯ ରୁ ୦୬.୦୩
ଅଶୁଭ ସମୟ
ରାହୁକାଳ- ଦିବା ୧୨.୫୪ ରୁ ୦୨.୧୭
କାଳବେଳା- ଦିବା ୦୨.୧୭ ରୁ ୦୩.୩୯
ବାରବେଳା- ଦିବା ୦୩.୩୯ ରୁ ୦୫.୦୨
କାଳରାତ୍ରି- ରାତ୍ରି ୧୧.୩୨ ରୁ ୦୧.୧୦