Manmohan Singh Passes Away: ଅର୍ଥନୀତିର ଆର୍କିଟେକ୍ଟଙ୍କୁ ଝୁରୁଛି ଦେଶ, ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଧୁନିକ ଅର୍ଥନୀତିର ବିନ୍ଧାଣୀ ଡକ୍ଟର ମନମୋହନ ସିଂହଙ୍କୁ ଝୁରୁଛି ସାରା ଦେଶ। ଗତକାଲି ତାଙ୍କର ବିୟୋଗ ପରେ ବିଭିନ୍ନ ମହଲରେ ଶୋକର ଛାୟା । ଆଜି ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି।

Manmohan Singh Passes Away: ଅର୍ଥନୀତିର ଆର୍କିଟେକ୍ଟଙ୍କୁ ଝୁରୁଛି ଦେଶ, ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Array