Maoist Brutality Strikes Again: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ
ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।