Maruti Suzuki Alto 800 New Version Launched: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ
ନୂଆ ଅଲ୍ଟୋ-୮୦୦ କାର୍ ୩୫ କିଲୋମିଟର ମାଇଲେଜ ପ୍ରଦାନ କରିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଦୀର୍ଘ ବର୍ଷରୁ ଅଲ୍ଟୋ-୮୦୦ ଭାରତୀୟ ଅଟୋମୋବାଇଲ ବଜାରରେ ଏକ ପ୍ରିୟ ନାମ ହୋଇ ରହିଛି ।