masala Jhal Muri: ସଂଧ୍ୟା ବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ?

ଛୋଟପିଲାଙ୍କୁ ଝାଲମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଓଡ଼ିଶାର ନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ । ଏହାକୁ ସକାଳେ କିମ୍ବା ସଂଧ୍ୟାରେ ଜଳଖିଆ ହିସାବରେ ଖାଇ ହେବ ।

masala Jhal Muri: ସଂଧ୍ୟା ବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ?
Array