MBA Degree At The Age Of 84: ୮୪ ବର୍ଷ ବୟସରେ ଏମବିଏ ଡ଼ିଗ୍ରୀ..., ପାଠପଢ଼ା ନିଶା ଆଗରେ ହାର ମାନିଲା ବୟସ
ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ।