Medical Negligence: ରୋଗୀ ମୃତ୍ୟୁ ନେଇ ହସ୍ପିଟାଲରେ ଉତ୍ତେଜନା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ପୁରୀରେ ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । କୁମ୍ଭାରପଡ଼ା ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ହଙ୍ଗାମା ସହ ରାସ୍ତାରୋକ କଲେ ସମ୍ପର୍କୀୟ । ପୁରୀ ସିଡିଏମଓଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

Medical Negligence: ରୋଗୀ ମୃତ୍ୟୁ ନେଇ ହସ୍ପିଟାଲରେ ଉତ୍ତେଜନା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
Array