Mercury Drops: ନୂଆବର୍ଷରୁ ଶୀତର କମବ୍ୟାକ୍, କମିବ ରାତି ତାପମାତ୍ରା

ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Mercury Drops: ନୂଆବର୍ଷରୁ ଶୀତର କମବ୍ୟାକ୍, କମିବ ରାତି ତାପମାତ୍ରା
Array