Merge With India: ଖଣ୍ଡ ଖଣ୍ଡ ହେ।ଇଯିବ ପାକିସ୍ତାନ ! ଆରଏସଏସ ନେତାଙ୍କ ବଡ଼ ବୟାନ

ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।

Merge With India: ଖଣ୍ଡ ଖଣ୍ଡ ହେ।ଇଯିବ ପାକିସ୍ତାନ ! ଆରଏସଏସ ନେତାଙ୍କ ବଡ଼ ବୟାନ
Array