Military Satellite: ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ପ୍ରସ୍ତୁତ ହେଉଛି ମିଲିଟାରୀ ସାଟେଲାଇଟ୍

ଅପରେସନ ସିନ୍ଦୂରରୁ ଭାରତକୁ ମିଳିଛି ଅନେକ ଉପଲବ୍ଧି । ପାକିସ୍ତାନକୁ ଧୂଳି ଚଟାଇଛି । ହେଲେ ଏବେ କେବଳ ପାକିସ୍ତାନ ନୁହେଁ, ଚୀନକୁ ଆଖି ଆଗରେ ରଖି ମହାକାଶରେ ପ୍ରଭାବ ବିସ୍ତାର କରିବ ଭାରତ ।

Military Satellite: ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ପ୍ରସ୍ତୁତ ହେଉଛି ମିଲିଟାରୀ ସାଟେଲାଇଟ୍
Array