Milk Price Hike: ବଢିଲା ଓମଫେଡ୍ କ୍ଷୀର ଦର, ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ରେଟ୍ କେତେ ? ଜାଣନ୍ତୁ...

ବଢିଲା ଓମଫେଡ଼୍ କ୍ଷୀର ଦର । ଆଜିଠୁ ଲାଗୁ ହେଲା ନୂଆ ଦର । ବର୍ଦ୍ଧିତ ଦରରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ଦର ଭିନ୍ନ ଭିନ୍ନ ରହିଛି ।

Milk Price Hike: ବଢିଲା ଓମଫେଡ୍ କ୍ଷୀର ଦର, ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ରେଟ୍ କେତେ ? ଜାଣନ୍ତୁ...
Array