Missing Indians in Iran: ଇରାନରେ ୩ ଭାରତୀୟଙ୍କ ପତ୍ତା ମିଳୁନି, ଅପହରଣ ଅଭିଯୋଗ ଆଣିଲେ ପରିବାର

ନିଖୋଜ ଥିବା ୩ ଭାରତୀୟଙ୍କୁ ତୁରନ୍ତ ଖୋଜି ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଇରାନକୁ କୁହାଯାଇଛି। ଏହା ସହିତ ଏହି ୩ ନିଖୋଜ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଚାପ ପକା ଯାଇଛି।

Missing Indians in Iran: ଇରାନରେ ୩ ଭାରତୀୟଙ୍କ ପତ୍ତା ମିଳୁନି, ଅପହରଣ ଅଭିଯୋଗ ଆଣିଲେ ପରିବାର
Array