MKCGରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଡାକ୍ତର ବହିଷ୍କୃତ, ଜଣଙ୍କୁ ୬ମାସ ହଷ୍ଟେଲ ମନା
ବ୍ରହ୍ମପୁର ୨୯।୧୨: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ୬ ମାସ କଲେଜ ହଷ୍ଟେଲ ମନା କରାଯାଇଛି । ତେବେ DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେଇ ଡିନ୍ ସୁଚିତ୍ରା ଦାଶଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।You Can Read:ନୟାଗଡ଼ ରଣପୁରରେ ବର୍ଷାଜନିତ ଚାଷ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ, ଚାଷୀଙ୍କ ସହ କଲେ ଆଲୋଚନା
ବ୍ରହ୍ମପୁର ୨୯।୧୨: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ୬ ମାସ କଲେଜ ହଷ୍ଟେଲ ମନା କରାଯାଇଛି ।
ତେବେ DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେଇ ଡିନ୍ ସୁଚିତ୍ରା ଦାଶଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

You Can Read:
ନୟାଗଡ଼ ରଣପୁରରେ ବର୍ଷାଜନିତ ଚାଷ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ, ଚାଷୀଙ୍କ ସହ କଲେ ଆଲୋଚନା