Mohan Majhi Govt: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍

ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ ।

Mohan Majhi Govt: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍
Array