Monalisa: ବିଗ୍‌ ବସ୍‌-୧୯ରେ ନଜର ଆସିବେ କି ମୋନାଲିସା? କ'ଣ କହିଲେ ଭାଇରାଲ ଗର୍ଲ, ଜାଣନ୍ତୁ

ବିଗ୍‌ ବସ୍‌ ସିଜିନ-୧୯ ଖୁବଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି । ଏହାରି ଭିତରେ ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି । ସେପଟେ ବିଗ୍ ବସ୍‌ ଶୋ'ରେ ମୋନାଲିସାଙ୍କୁ ଦେଖିବାକୁ ଏକ୍ସାଇଟେଡ୍ ଥିବା କହିଛନ୍ତି ୟୁଜର୍ସ ।

Monalisa: ବିଗ୍‌ ବସ୍‌-୧୯ରେ ନଜର ଆସିବେ କି ମୋନାଲିସା? କ'ଣ କହିଲେ ଭାଇରାଲ ଗର୍ଲ, ଜାଣନ୍ତୁ
Array