Monsoon in Andaman: ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ ! ୧୬ ଯାଏ ତାତିରୁ ନାହିଁ ତ୍ରାହି

ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ସୂଚନା ଦେଲା ପାଣିପାଗ ବିଭାଗ । ମେ' ୨୭ରେ କେରଳ ଛୁଇଁବା ନେଇ ଅନୁମାନ ।

Monsoon in Andaman: ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ ! ୧୬ ଯାଏ ତାତିରୁ ନାହିଁ ତ୍ରାହି
Array