Murder Plot Revealed: ଫୋନ୍ ଚାଟିଂ ଧରାଇଦେଲା, ସ୍ତ୍ରୀ ଓ ତାର ପ୍ରେମିକ ମାରିଛନ୍ତି ସ୍ୱାମୀକୁ

ସୁସ୍ମିତା କରଣଙ୍କ ପରିବାରକୁ ଜଣାଇଥିଲେ ଯେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଅଚେତ ହୋଇପଡ଼ିଛନ୍ତି। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପରିସ୍ଥିତି ସନ୍ଦେହ ସୃଷ୍ଟି କରିଥିଲା ଏବଂ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। କିନ୍ତୁ ସୁସ୍ମିତା, ରାହୁଲ ଏବଂ ରାହୁଲର ପିତା ପୋଷ୍ଟମର୍ଟମକୁ ବିରୋଧ କରିଥିଲେ । ସେମାନେ ଚାହୁଁନଥିଲେ ପୋଷ୍ଟମର୍ଟମ ହେଉ ବୋଲି । ଯାହା ପରିବାରର ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା।

Murder Plot Revealed: ଫୋନ୍ ଚାଟିଂ ଧରାଇଦେଲା, ସ୍ତ୍ରୀ ଓ ତାର ପ୍ରେମିକ ମାରିଛନ୍ତି ସ୍ୱାମୀକୁ
Array