Naba Das Murder Case: ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? CMଙ୍କୁ ଭେଟିବାକୁ ଚିଠି ଲେଖିଲେ ନବଙ୍କ ପତ୍ନୀ
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।